Before Header

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ସମସ୍ତ ବୁଥରେ ୧୪୪ ଧାରା ଜାରି

ବାଲିଗୁଡା(ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲାର ସମସ୍ତ ବୁଥର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାପାଳ ତଥା…

ପ୍ରଚାର ବେଳେ ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିରୋଧ

ଖଲ୍ଲିକୋଟ(ବଡ଼ ଖବର ବ୍ୟୁରୋ): ଖଲ୍ଲିକୋଟରେ ବିଧାୟିକା ପ୍ରାର୍ଥୀଙ୍କୁ ବିରୋଧ । ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ୟ୍ୟମଣି ବୈଦ୍ୟଙ୍କୁ…

ନିର୍ବାଚନ ସମୟରେ ଜୋରଦାର ଚାଲିଛି ଚେକିଂ, ବଡ଼ବିଲରୁ ୨୦ ଲକ୍ଷ ଜବତ କଲା ପୋଲିସ

ବଡ଼ବିଲବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ଏହି…

ବଡ଼ ଖବର

News

ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା

ପୁରୀ (ବଡ଼ ଖବର ବ୍ୟୁରୋ):  ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । କହିଛନ୍ତି ଖରା ଓ ଗୁଳୁଗୁଳିକୁ ଦେଖି ପାନୀୟ ଜଳ ଓ ଜଳସିଞ୍ଚନ ବ୍ୟବସ୍ଥା କରାଯାଇଛି ।…

ଏବେ ଚାନ୍ଦବାଲିରୁ ଧାମରା ଯିବାପାଇଁ ଲାଗିବ ୧ଘଣ୍ଟାରୁ କମ ସମୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତେଇ ନଦୀ ଉପରେ ତିଆରି ହୋଇଥିବା ନବର୍ନିମିତ ପୋଲ ସମ୍ବନ୍ଧରେ ଟୁଇଟ କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟମକେଶ ରାଏ । ସେ ଟୁଇଟ କରି ଲେଖିଛନ୍ତି…

ଠିକାଦାରଙ୍କ ମୃତ୍ୟୁ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଗୁଳିମାଡ , ଏଥିରେ ଜଣେ ଯୁବ ଠିକାଦାର…

କେମିତି ରହିଛି ପାର୍କିଂ ବ୍ୟବସ୍ଥା

ପୁରୀ (ବଡ଼ ଖବର ବ୍ୟୁରୋ): ରଥଯାତ୍ରାରେ ପୁରୀ ଯାଉଥିଲେ କେଉଁଠି କରିବେ ପାର୍କିଂ । କେମିତି ରହିଛି ପାର୍କିଂ ବ୍ୟବସ୍ଥା । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍ ଗୁଡ଼ିକ…

ନେପାଳରେ ଭୂସ୍ଖଳନ, ୫ ମୃତ

ନେପାଳ (ବଡ଼ ଖବର ବ୍ୟୁରୋ):  ନେପାଳରେ ମୌସୁମୀ ଯୋଗୁଁ ଭୀଷଣ ବର୍ଷା । ଫଳରେ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ୫ଜଣଙ୍କର ମୃତ୍ୟୁ ହେଇଥିବାଳେ ୧୮ଜଣ ନିଖୋଜ ଥିବା ସୂଚନା ରହିଛି ।…

ଡକାୟତି ଯୋଜନା ପଣ୍ଡ କଲା ଟାଉନ ପୋଲିସ, ଡକାୟତ ଗିରଫ ସହ ବହୁ ମାରଣାସ୍ତ୍ର ଜବତ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିରରେ ଡକାୟତି ଯୋଜନା ପଣ୍ଡ କଲା ଟାଉନ ପୋଲିସ। ୧୦ ଡକାୟତ ଗିରଫ ସହ ବହୁ ମାରଣାସ୍ତ୍ର ଜବତ। ସହର ମଧ୍ୟରେ ଥିବା ସ୍ୱପ୍ନା ଲଜ ନିକଟ ଉପହାର…

ଲଣ୍ଡନରେ ପାଳିତ ହେଲା ରଜପର୍ବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଆ ଯେଉଁଠି ଥାଏ ସେଠାରେ ରଜର ମହକ ପହଞ୍ଚିଯାଏ । ଯେମିତି ସୁଦୂର ଲଣ୍ଡନରେ ସେଲିବ୍ରେଟ ହୋଇଛି ରଜ ମହୋତ୍ସବ । ଏମକେ ଓଡ଼ିଆସ ଟିମ ପକ୍ଷରୁ ପାଳିତ…

ପ୍ରକଳ୍ପ ଉଦଘାଟନ ବେଳେ କଟିଲା ଲାଇନ, ମୋବାଇଲ ଟର୍ଚ୍ଚରେ କାମ ଚଳାଇଲେ ବିଧାୟିକା

ବ୍ରଜରାଜନଗର (ବଡ଼ ଖବର ବ୍ୟୁରୋ): ଦହଗଞ୍ଜ କଲାଣି ଅଘୋଷିତ ବିଦ୍ୟୁତ କାଟ । ପ୍ରକଳ୍ପ ଉଦଘାଟନ ବେଳେ କଟିଲା ଲାଇନ । ମୋବାଇଲ ଟର୍ଚ୍ଚରେ କାମ ଚଳାଇଲେ ବିଧାୟିକା ଅଳକା ମହାନ୍ତି ।…

ଚକାଆଖିକୁ ଦେଖି ଭକ୍ତ ବିଭୋର

ପୁରୀ (ବଡ଼ ଖବର ବ୍ୟୁରୋ):  ନବଯୌବନ ରୂପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାଳିଆକୁ ପାଖରେ ଦେଖି ଭାବବିହ୍ୱଳ ହେଲେ ଭକ୍ତ । ମନରେ ଅନେକ ଭାବନା ନେଇ ସୁଦୂରରୁ ଚକାଆଖିକୁ ଦେଖିବା…

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳଷ୍ଟେସନର ତଦାରଖ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳଷ୍ଟେସନର ତଦାରଖ…