Before Header

ସାରାବଙ୍ଗରେ ମାଓ ପୋଷ୍ଟର

0 554

ନୂଆପଡା (ବଡ଼ ଖବର ବ୍ୟୁରୋ): ନୂଆପଡା ଥନା ସାରାବଙ୍ଗରେ ମାଓ ପୋଷ୍ଟର। ଆଜି ସକାଳୁ ସାରାବଙ୍ଗ ପୋଖରୀ ନିକଟରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ପୋଷ୍ଟରଟିକୁ ବିଳମ୍ବିତ ରାତିରେ ମରାଯାଇଥିବା ଅନୁମାନ କରାଯାଉଛି।

 

Leave A Reply

Your email address will not be published.