Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।

ନିଯୁକ୍ତି ଦିଅ, ନହେଲେ ବିଦା ହୁଅ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ରାମକୀ କମ୍ଫାନୀକୁ ନେଇ ତେଜିଲା ପ୍ରତିବାଦ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କଞ୍ଚିଚୁଆଠାରେ ୭୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ୨୦୦୮ରେ ସ୍ଥାପିତ ହୋଇଥିବା ରାମକୀ କମ୍ଫାନୀକୁ…
Read More...

ସୁନଝରୀରୁ ଝରୁଛି ଲୁହ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଗଲେଣି ଅନେକ, ମଲେଣି ଅନେକ । ହେଲେ ରହିଯାଇଛି ଅନେକ ଦୁଃଖ । ଆଜିବି ଯନ୍ତ୍ରଣା ଜର୍ଜରିତ ଜୀବନ ବିତାଉଛନ୍ତି ଅନେକ ବିକଳାଙ୍ଗ । ଜୀବନର ପ୍ରତିଟି କ୍ଷଣକୁ ଲୁହ ଓ କୋହରେ ବିତାଉଛନ୍ତି କିଛି…
Read More...

ସଫେଇ ନାଁରେ ଦୁର୍ନୀତି

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): କା’ରେ ଚାଲିଛି ସଫେଇ । ଠିକାଦାରଙ୍କ ଦର୍ଶନ ନାହିଁ । ନା ଆସୁଛନ୍ତି ସଫେଇ ଠିକାଦାର ନା ଅଛନ୍ତି ପର୍ଯ୍ୟାପ୍ତ କର୍ମଚାରୀ। ଭୂତ ସଫେଇ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଛି ।…
Read More...

ଗହଣା ବ୍ୟବସାୟୀଙ୍କ ଠାରୁ ଲୁଟ୍

ବାଲେଶ୍ବର(ବଡ ଖବର ବ୍ୟୁରୋ) ଗହଣା ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ସଦର ଥାନା ରସାଳପୁର ବଜାରରେ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ଦୁର୍ବୁର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା…
Read More...

ଉପଯୁକ୍ତ ଟ୍ରେନିଂ ନନେଇ ଆଇଆଇସି

ଭୁବନେଶ୍ୱର (ବଡ ଖବର ବ୍ୟୁରୋ) ପ୍ରଥମେ ଉପଯୁକ୍ତ ଟ୍ରେନିଂ, ତା' ପରେ ଚାକିରି । କିନ୍ତୁ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତ୍ତନ ଆଇଆଇସି ସନ୍ଧ୍ୟାରାଣୀ ଜେନା ଉପଯୁକ୍ତ ଟ୍ରେନିଂ ପାଇନାହାନ୍ତି । ଏକଥା ଆମେ କହୁନୁ,…
Read More...

ବର୍ଷ ବର୍ଷ ଧରି ମିଳୁନି ବୀମା ଅର୍ଥ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ଘୋର ଅବ୍ୟାବସ୍ଥା ନେଇ ବଢୁଛି ଅସନ୍ତୋଷ । ଚାଷୀମାନେ ଗୃହପାଳିତ ପ୍ରାଣୀଙ୍କ ପାଇଁ ବୀମା କରିଥିଲେ ବି ସେମାନଙ୍କ ମୃତ୍ୟୁ ପରେ ବୀମା ରାଶି ବର୍ଷ ବର୍ଷ…
Read More...

କରୋନା ବଦଳାଇ ଦେଲା ପାଠପଢାର ଚିତ୍ର

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ଯୋଗୁଁ ସାରା ବିଶ୍ଵ ଏବେ ଚିନ୍ତିତ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ପାଠପଢାର ଚିତ୍ର ମଧ୍ୟ ବଦଳି ଯାଇଛି। କେଉଁଠି ବିଦ୍ୟାଳୟ ବାହାରେ ତ କେଉଁଠି ରାସ୍ତା ଉପରେ, ତ ଆଉ…
Read More...

ପିପିଲିରେ ବିଜେଡି ଦୁଇଫାଳ

ପୁରୀ (ବଡ଼ ଖବର ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡ଼ିଛି ଏହି ବିଧାନସଭା ଆସନ । ଆଗାମୀ ୬ମାସ ମଧ୍ୟରେ ଏଠାରେ ଉପନିର୍ବାଚନ ହେବାକୁ ଥିବାବେଳେ ପିପିଲି ନିର୍ବାଚନମଣ୍ଡଳୀରେ କିଏ ଧରିବ ବିଜେଡି…
Read More...

ପୋଲିସ ହାବୁଡ଼ରେ ମାମୁ-ଭଣଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ ହାବୁଡ଼ରେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାମଭ-ଭଣଜାଙ୍କୁ ଧରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ନୀଳଗିରିର ସତ୍ୟନାରାୟଣ ସ୍ୱାଇଁ ଓ…
Read More...

ପ୍ରୋଜେକ୍ଟ କାମ ନିମ୍ନମାନର

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ସମସ୍ତ କାର୍ୟ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ୨୦୧୭ରେ ନନ୍ଦନକାନନ କର୍ତ୍ତୃପକ୍ଷ ଟେଣ୍ଡର ଜରିଆରେ ଈଝଘଖ କମ୍ପାନୀକୁ ୨ କୋଟିରୁ…
Read More...