Masthead

ବିଚିତ୍ର ଓଡ଼ିଆ ପ୍ରଶ୍ନ, ଇଂରାଜୀ ପ୍ରଶ୍ନକୁ ଗୁଗୁଲ ଟ୍ରାନ୍ସଲେଟରେ ଅନୁବାଦ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆକାଉଣ୍ଟାଣ୍ଟ ପରୀକ୍ଷାର୍ଥୀ ନିରାଶ । ନିରାଶ କଲା ଓଡ଼ିଶା ଷ୍ଟାଫ ସିଲେକ୍ସନ କିମଶନ । ଏମିତି ଓଡ଼ିଆରେ ପ୍ରଶ୍ନ ଦେଲା ଯେ ଓଡ଼ିଶା ପିଲା ବୁଝି ପାରିଲେନି । ଗୁଗୁଲ ଟ୍ରାନ୍ସଲେଟର ଜରିଆରେ ଇଂରାଜୀ ପ୍ରଶ୍ନ ଗୁଡ଼ିକ ଅନୁବାଦ କରାଯାଇ ଓଡ଼ିଆରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହେଉଛି । ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା ଓଡ଼ିଆ ଶଦ୍ଦଗୁଡ଼ିକ ପରୀକ୍ଷାର୍ଥୀଙ୍କୁ ଚକିତ କରିଥିଲା । ଓଡ଼ିଆ ଭାଷାକୁ ରାଜ୍ୟବାସୀ ଗୁରୁତ୍ୱ ଦେବେ । ଓଡ଼ିଆରେ ସମସ୍ତ ଶିଳ୍ପ, ଶିକ୍ଷା, ବୈଷୟିକ ପ୍ରତିଷ୍ଠାନର ନାମ ଲେଖାଯିବ ।

 

ଏପରିକି ଓଡ଼ିଆରେ ସମସ୍ତ ସରକାରୀ ଚିଠି ଜାରି କରିବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡ଼ିକ ଆଞ୍ଚଳିକ ଭାଷାରେ ମେଡ଼ିକାଲ ଓ ଇଞ୍ଜିନିୟରିଂ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରାଦେଶିକ ପରୀକ୍ଷା କରାଇଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଓଡ଼ିଆରେ ପ୍ରଶ୍ନପତ୍ର ତିଆରି କରିବାରେ ସମ୍ପୁର୍ଣ୍ଣ ଅସମର୍ଥ । ୬୫ ଟି ଆକାଉଣ୍ଟାଣ୍ଟ ପଦବୀର ପୂରଣ ଲାଗି ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନ ରବିବାର କରିଥିବା ଲିଖିତ ପରୀକ୍ଷାରୁ ପ୍ରମାଣିତ ହୋଇଛି ଓଡ଼ିଆ ଭାଷାର ସ୍ଥାନ କେଉଁଠି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ