Masthead

ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ…

ଶୀତରୁ ନିସ୍ତାର ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ । ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର…

ଅପରାଧ

ବଡ଼ ଖବର

News

ଦୀପିକା ମାନିଲେ ଡ୍ରଗ୍ସ ଚାଟ୍ !

ଦୀପିକା ପାଦୁକୋନଙ୍କ ବଡ ସ୍ୱୀକାରୋକ୍ତି । କରିସ୍ମା ସହ କରିଥିବା ଡ୍ରଗ୍ସ ଚାଟକୁ ଏନସିବି ସାମ୍ନାରେ ମାନିଗଲେ ଦୀପିକା ପାଦୁକୋନ । ୨୦୧୭ରେ ‘ହେସ୍’ ଯୋଗାଇ ଦେବା ପାଇଁ…

ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ ଦେଵାଳିଆ !

ଋଣ ସୁଝିବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ଲଣ୍ଡନ କୋର୍ଟକୁ ଦେଲେ ବୟାନ୍ । କହିଲେ ସବୁସୁନା ବିକି ମିଳିଥିଲା ପ୍ରାୟ ୧୦ କୋଟି, ଏବେ ହାତ ଖାଲିି ।ଋଣ…

ରୋଗପ୍ରତିରୋଧକ ଓ ଶକ୍ତିବର୍ଦ୍ଧକ ବାଉଁଶରେ ତିଆରି କୁକିଜ ।

ଆପଣ ଜାଣି ଖୁସିହେଵେ ଭାରତର ତ୍ରିପୁରାରେ ପ୍ରଥମ ଥର ଲଞ୍ଚ ହୋଇଛି ଏହି ବାମ୍ବୋ କୁକିଜ୍‌ । ବାଉଁଶ ଗଛର ଶାଖାକୁ ଛେଚି ଏହା ସହ ଅନ୍ୟ କେତେକ ସାମଗ୍ରୀ ମିଶାଇ ଏହି କୁକିଜ୍‌…

ପାଦରେ ଚାଲି ଚାଲି ନିମାପଡ଼ା ରୁ ନବୀନ ନିବାସ ଅଭିମୁଖେ ଯାତ୍ରା କୁ ରୋକିଲା ପୋଲିସ । I

ପିପିଲି : ସରପଞ୍ଚଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ନବୀନ ନିବାସ ଅଭିମୁଖେ ଦିବ୍ୟାଙ୍ଗ। ସାଙ୍ଗରେ ପୁରା ପରିବାର। 25 କିଲୋମିଟର ବାଟ ଚାଲି ଚାଲି ଯିବା ପରେ ପୁଲିସ ସେମାନଙ୍କୁ…

କୋଣାର୍କକୁ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ବିଶ୍ୱ ପର୍ୟ୍ୟଟନ ଦିବସରେ ପୁରୀ ଏବଂ କୋଣାର୍କକୁ ଗଡ଼ିବ ମୋ ବସ୍। କ୍ରୁଟ୍ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୭ରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ବସ୍…

ଧାନ କୁ ଅଜଣା ରୋଗ : ଚିନ୍ତାରେ ଚାଷୀ !

ଦୈବୀ ଦୁର୍ବିପାକ ତ କେବେ ରୋଗ ପୋକ ବରଗଡ଼ ଜିଲ୍ଲା ର ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ କୁ ଦୋହଲାଇ ଦେଇଛି ।ଗତ କିଛି ଦିନ ପୂର୍ବରୁ ବରଗଡ଼ ଜିଲ୍ଲା ରେ ବର୍ଷା ଯୋଗୁଁ ଫସଲ ନଷ୍ଟ…

କାରଵାର କମିଲା, ହାର୍ଲେ ଡେଭିଡ଼ସନ ଭାରତ ଛାଡିଵ!

ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡିଵ। କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ଦେଶରେ ହାର୍ଲେ…

ଅମାନିଆଙ୍କ ଯୋଗୁ ହୁ ହୁ ଵଢୁଛି କରୋନା !

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଲଗାତର ଭାବେ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହୁଛି। ଆଜି ମୋଟ୍‌ ସଂକ୍ରମଣ ୨ ଲକ୍ଷ ଟପିଯାଇଛି। ଆରୋଗ୍ୟ ହାର ରାଜ୍ୟରେ…

ସ୍ଵାଭାଵିକ ହେଉଛି ଵିମାନ ସେଵା

ଦିଲ୍ଲୀ : ଧୀରେ ଧୀରେ ସ୍ୱାଭାବିକ ହେଉଛି ବିମାନ ଯାତ୍ରା । କରୋନା କଟକଣା ମଧ୍ୟରେ ବିମାନରେ ଯାତ୍ରା କରୁଛନ୍ତି ଯାତ୍ରୀ । ଗତ ମେ ୨୫ ତାରିଖରେ ଘରୋଇ ବିମାନ ଚଳାଚଳ ଆରମ୍ଭ…

କୋଭିଡ୍‌ ରୋଗୀଙ୍କୁ ଟେଲିଫୋନ୍ ଯୋଗେ ମାଗଣା ଡାକ୍ତରୀ ପରାମର୍ଷ !

ରାଜ୍ୟରର କୋଭିଡ୍‌ ରୋଗୀଙ୍କୁ ଟେଲିଫୋନ୍ ଯୋଗେ ମାଗଣା ଡାକ୍ତରୀ ପରାମର୍ଷ ମିଳିଵ । ଏହି ମାଗଣା ସେବା ଯୋଗାଇ ଦେବାପାଇଁ ଓଡ଼ିଆ ବୁଦ୍ଧିଜୀବୀଙ୍କ ଆନ୍ତର୍ଜାତିକ ସଂଗଠନ ଓଡ଼ିଶା ପଜିଟିଭ୍…
[newsletter-pack newsletter=”28″ style=”” si_style=”” title=”” show_title=”0″ icon=”” css=”” css-class=”” custom-id=””]

ଖେଳ

ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼