Masthead

ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ…

ଶୀତରୁ ନିସ୍ତାର ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ । ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର…

ଅପରାଧ

ବଡ଼ ଖବର

News

ସଢୁକୁ ମାରିଲା ସଢୁ

ଉଦଳା, (ବଡ଼ ଖବର ବ୍ୟୁରୋ): ସାମାନ୍ୟ କଥାରୁ ଜଘନ୍ୟ ହତ୍ୟାକାଣ୍ଡ । ବଳଦକୁ ଖାଇବାକୁ ନ ଦେବାରୁ ସଢୁକୁ ବାଡେଇ ବାଡେଇ ମାରିଲା ସଢୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଜଟଣୀରେ ଫୁଟିଲା ବୋମା

ଜଟଣୀ, (ବଡ଼ ଖବର ବ୍ୟୁରୋ): ଜଟଣୀରେ ବୋମା ମାଡ଼ । ପୁର୍ବ ଶତ୍ରୁତାରୁ ଜଟଣୀ ଥାନା ଅଧୀନ ବାଲିଛାଇ ମୁଣ୍ଡିଆସାହିରେ ବୋମା ମାଡ଼ ହୋଇଛି । ଏଥିରେ ରବି ପ୍ରଧାନ ନାମକ ଜଣେ ମାଛ…

ବିନା ଭକ୍ତରେ ପୂଜା

ପତରାପାଲି, (ବଡ଼ ଖବର ବ୍ୟୁରୋ): ସମ୍ବଲପୁରର ଜଣାଶୁଣା ଶକ୍ତିପୀଠ ହେଉଛି ମା’ ବନଦୁର୍ଗା ମନ୍ଦିର । ଏହି ମନ୍ଦିରଟି ବଡରମା ଘାଟି ତଳେ ଅବସ୍ଥିତ । ଏହି ମନ୍ଦିର ବହୁ ପୁରାତନ । ଭକ୍ତ…

ପରିଚୟ ହରାଇଛି ଐତିହାସିକ ଗୁମ୍ଫା

ଲଇକେରା, (ବଡ଼ ଖବର ବ୍ୟୁରୋ): ଦେଶ ବିଦେଶର ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ପ୍ରାକୃତିକ ବିଭବକୁ ଛାଡ଼ି ଆଉ କିଛି ନାହିଁ । ମାତ୍ର ସରକାରଙ୍କ ଉଦ୍ୟମରେ ସେଭଳି ସ୍ଥାନ ବିକାଶର…

ଅପରାଜିତାଙ୍କ ଜନ ଶୁଣାଣି

ବାଲିଅନ୍ତା, (ବଡ଼ ଖବର ବ୍ୟୁରୋ): ବାଲିପାଟଣା ବ୍ଲକ ମେଳଣ ପଡ଼ିଆରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ହୋଇଥିଲା। ସାଂସଦ ପହଞ୍ଚିବା ପରେ…

‘ଭବିଷ୍ୟତରେ ଡାକ୍ତର ହେବି’

ବେଗୁନିଆପଡ଼ା, (ବଡ଼ ଖବର ବ୍ୟୁରୋ): ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ଵାରା ସଞ୍ଚାଳିତ ନୀଟ୍-୨୦୨୦ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ରାଜ୍ୟର ୩୨ ହଜାର ୮୩୩ ଛାତ୍ରଛାତ୍ରୀ…

ବ୍ଲାଷ୍ଟିଂ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ପଥର ବ୍ଲାଷ୍ଟିଂରେ ଥରୁଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ତୋଣ୍ଡାବାଡ଼ି ପଞ୍ଚାୟତର ୪ ଗାଁ । ପ୍ରାୟ ଦୁଇ ହଜାର ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି…

କଅଁଳ ବୟସରେ ସସାଂର ବୋଝ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଗରିବ କଲ୍ୟାଣ ପାଇଁ ସରକରୀ ତହବିଲରୁ ଖର୍ଚ୍ଚ ହେଇଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ବାବୁଙ୍କ ଉଦାସୀନତାରୁ ପ୍ରକୃତ ଲୋକ ଏହି ସୁବିଧାରୁ ବଞ୍ଚିତ…

ବ୍ରିଜ ତଳକୁ ଖସିଲା ଦୁଇ ଟ୍ରକ୍

ଅନୁଗୁଳ, (ବଡ଼ ଖବର ବ୍ୟୁରୋ): ଅନଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ବନ୍ଦା ଓଭରବ୍ରିଜରେ ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ନାଲକୋ ଟ୍ରେନ ଟ୍ରାକ୍ ଉପରେ ପଡ଼ି ରହିଛି। ସୂଚନା ଅନୁଯାୟୀ…

୫୦% ଲୋକଙ୍କ ଭିତରେ ଆଣ୍ଟିବଡି

ମାଲକାନଗିରି, (ବଡ଼ ଖବର ବ୍ୟୁରୋ): ଆସିଲା ମାଲକାନଗିରି ସହରର ସେରୋ ସର୍ଭେ ରିପୋର୍ଟ। ୫୦ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟିବଡି ତିଆରି ହୋଇଥିବା ମାଲକାନଗିରି ଜିଲ୍ଲାପାଳ କହିଛନ୍ତି।…
[newsletter-pack newsletter=”28″ style=”” si_style=”” title=”” show_title=”0″ icon=”” css=”” css-class=”” custom-id=””]

ଖେଳ

ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼