Masthead

ଅପରାଧ

ବଡ଼ ଖବର

News

ଶିଶୁକୁ ମାରି ଫିଙ୍ଗିଦେଲେ

ମହାକାଳପଡ଼ା, (ବଡ଼ ଖବର ବ୍ୟୁରୋ): ପର ଆପଣା, ଭେଦଭାବ ଜଣିନି ୬ବର୍ଷର ଝିଅ । ଜାଣିବା ପଇଁ ତା’ର ବୟସ ମଧ୍ୟ ହୋଇନି । କିନ୍ତୁ କେହି ତାକୁ ହତ୍ୟା କରି ଧାନବିଲରେ ଫିଙ୍ଗି ଦେଇଛି ।…

ସତ୍ୟବ୍ରତଙ୍କ ତରିକା ଭିନ୍ନ

କାମାକ୍ଷାନଗର, (ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଅନେକ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି…

ଶୋଇଛି ବିଦ୍ୟୁତ ବିଭାଗ

ସୋରଡ଼ା, (ବଡ଼ ଖବର ବ୍ୟୁରୋ): ସରକାରୀ ନିୟମ ମାନୁନି ବିଦ୍ୟୁତ ବିଭାଗ। ଫଳରେ ଧନଜୀବନ ବିପନ୍ନ ହେଉଛି। ସରକାରୀ ନିୟମ ଅନୁସାରେ ବିଦ୍ୟୁତ୍ ତାରର ଉଚ୍ଚତା ଅତି କମରେ କୋଡ଼ିଏ ଫୁଟ…

ଅଣ୍ଟା ଭିଡ଼ିଲା ପ୍ରଶାସନ

ଭଞ୍ଜନଗର, (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ସୂଚନା ମୁତାବକ ଆଗାମୀ ୧୯ ଏଵଂ ୨୦ ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।…

ଭାଇ ଆଗରେ ଭଉଣୀ ମୃତ

ସୁବର୍ଣ୍ଣପୁର(ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ସୁକାନ୍ତି କଲେଜ ଛକ ନିକଟରେ ପିକ୍ଅପ୍ - ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ…

୭୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡିଦେଲେ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସଦରମହକୁମା ଠାରୁ ୪୦ କିମି ଦୂର ଗୁଏଝର ଜଙ୍ଗଲର ମୁଙ୍ଗେ ପାହାଡ଼ରୁ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ବୃଦ୍ଧା…

ନନ୍ଦନକାନନରେ ପର୍ଯ୍ୟଟକ ଭୋକିଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ନନ୍ଦନକାନନର ସ୍ଥାନ ସ୍ୱତନ୍ତ୍ର। ପର୍ଯ୍ୟଟନ ଋତୁ ଆସିଲେ ଲୋକେ ବେଶି ମନେ ପକାନ୍ତି ନନ୍ଦନକାନନକୁ। ଖରା, ବର୍ଷା ଓ…

ଟ୍ରକ ଧକ୍କାରେ ଉପୁଡ଼ିଲା ଗାନ୍ଧିଛକ ହାଇମାଷ୍ଟ ଲାଇଟ

ବ୍ରଜରାଜନଗର, (ବଡ଼ ଖବର ବ୍ୟୁରୋ): ରବିବାର ବିଳମ୍ବିତ ରାତି ଟ୍ରକ ଧକ୍କାରେ ଗାନ୍ଧିଛକ ଗୋଲେଇ ନଷ୍ଟ ହୋଇଯାଇଥିବା ବେଳେ ଛକରେ ଥିବା ହାଇମାଷ୍ଟ ଲାଇଟ ଉପୁଡ଼ିଯାଇଛି। ସୂଚନା ଅନୁସାରେ,…

ପୋଖରୀରେ ଗଳିତ ଶବ

ପାଟକୁରା, (ବଡ଼ ଖବର ବ୍ୟୁରୋ): ପାଟକୁରା ଥାନା ଅନ୍ତର୍ଗତ କୋରୁଆ ହରିପୁରଠାରେ ଏକ ପରିତ୍ୟକ୍ତ ପୋଖରୀରୁ ଯୁବକର ଗଳିତ ଶବ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ସ୍ଥାନୀୟ ଗଜିପିଠି…

ଚୋରକୁ ନିର୍ଦ୍ଧୁମ ଛେଚିଲେ

ଭୁବନ (ବଡ଼ ଖବର ବ୍ୟୁରୋ): ଚୋରକୁ ନିର୍ଦ୍ଧୁମ ଛେଚିରେ ଲୋକେ । ଢେଙ୍କାନଳ ଜିଲ୍ଲା ଭୁବନ ପରିବା ବଜାରରୁ ଦୀର୍ଘଦିନ ହେବ ଲାଗାତର ଭାବେ ମୋବାଇଲ ଚୋରି ହେଉଥିବାର ଅଭିଯୋଗ ହୋଇଥିଲା ।…
[newsletter-pack newsletter=”28″ style=”” si_style=”” title=”” show_title=”0″ icon=”” css=”” css-class=”” custom-id=””]

ଖେଳ

ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା