Before Header

ବାଲିକୁଦା-ଏରସମା ବିଜେଡିରେ ବିଦ୍ରୋହ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ସଞ୍ଜୀବ ବିଶ୍ୱାଳ

ଏରସମା(ବଡ଼ ଖବର ବ୍ୟୁରୋ): ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଜେଡିରେ ବିଦ୍ରୋହ ସେତେ ବଢ଼ି…

ବିଜେପିକୁ ସାରଦାଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଲୋକେ ଚାହୁଁଛନ୍ତି ସ୍ୱାଧୀନ ଭାବେ ଲଢ଼ିବି

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ବିଜେପିରୁ ଟିକେଟ ନମିଳିବାରୁ ସାରଦା ପ୍ରଧାନ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି ।…

ବଡ଼ ଖବର

News

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ…

କେନ୍ଦ୍ରାପଡ଼ା ବିଧାୟକଙ୍କ ଉପରକୁ ଅଣ୍ଡା ମାଡ଼

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ):  କେନ୍ଦ୍ରାପଡ଼ା ବିଧାୟକଙ୍କ ଉପରକୁ ଅଣ୍ଡା ମାଡ଼ । ବିଧାୟକ ଶଶିଭୂଷଣଙ୍କୁ ପୁଣି ଅଣ୍ଡା ମାଡ଼ । ଇନ୍ଦୁପୁର ପଞ୍ଚାୟତରେ ଏକ ସଭାରେ ଯୋଗ ଦେବାକୁ…

ବଣ୍ଡା ମେଧାବୀ ଛାତ୍ରୀ ଏବେ ଦିନ ମଜୁରିଆ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବଣ୍ଡା ମେଧାବୀ ଛାତ୍ରୀ ଏବେ ଦିନ ମଜୁରିଆ । ଗତ ବର୍ଷ +୨ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାର ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ ଆଦିମ ଜନଜାତିର…

‘ଅଭିଯୋଗରେ ସତ୍ୟତା ଥିଲେ ଗିରଫ କରାଯିବ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଏବେ ବି ଜାରି ରହିଛି ରେସଲରଙ୍କ ଆନେ୍ଦାଳନ । ବୁଝାସୁଝା ପରେ ମେଡାଲ ଭସାଇଲେ ନାହିଁ କୁସ୍ତି ଯୋଦ୍ଧା । ହରିଦ୍ବାରରେ ପହଞ୍ଚି ଗଙ୍ଗାରେ ମେଡାଲ…

ସାଜିଥିଲେ ନକଲି ପୋଲିସ, ବାନ୍ଧି ନେଲା ଅସଲି ପୋଲିସ

ବାରିପଦା (ବଡ଼ ଖବର ବ୍ୟୁରୋ):  ଦିନରେ ପରିବା ବାଲି ରାତିରେ ନକଲି ପୋଲିସ ହେଇ କରୁଥିଲେ ଚାନ୍ଦା ଆଦାୟ । ଆଉ ଶେଷରେ ଅସଲି ପୋଲିସ ଦ୍ଵାରା ବନ୍ଧା ହେଲେ । ଏଭଳି ଏକ ଘଟଣା ଦେଖିବାକୁ…

୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଋକ୍ମିଣୀ ହରଣ ଏକାଦଶୀ । ଏଥିପାଇଁ ମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଯେଉଁଥି ପାଇଁ ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ । ଅପରାହ୍ନ ୧ଟାରୁ…

ପାଞ୍ଚ ଦିନ ମଧ୍ୟରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମେଡାଲ ଭସାଇଲେ ନାହିଁ କୁସ୍ତି ଯୋଦ୍ଧା । ହରିଦ୍ବାରରେ ପହଞ୍ଚି ଗଙ୍ଗାରେ ମେଡାଲ ଭସାଇବାକୁ ପ୍ରସ୍ତୁତି ହେଉଥିବା ବେଳେ ଅଟକାଇଥିଲେ ଚାଷୀ ନେତା…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ । ଦିନ ୧୧ଟାରେ ୱେବସାଇଡରେ ପ୍ରକାଶ ପାଇବ ପରୀକ୍ଷା ଫଳ । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ…

ବେଟି ବଚାଓ ନା ଅପରାଧୀ ବଚାଓ? କେନ୍ଦ୍ର ସରକାରଙ୍କୁ ଖଡଗେଙ୍କ ପ୍ରଶ୍ନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେସଲରଙ୍କ ଆନ୍ଦୋଳନ ଘଟଣାରେ ଟ୍ୱିଟ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଖଡଗେ ଲେଖିଛନ୍ତି,…